ଭିମସାର ଛାତ୍ରଙ୍କ ମଧ୍ୟରୁ ୨ ଡେଲଟା ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର, ୭/୧୨(ଏସଏସନିୟୁଜ) ଭିମସାରରେ ୨ଟି ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରୁ ୨୧ ଜଣ ଛାତ୍ରଙ୍କର ସ୍ୱାବ୍ ଜେନମ ସିକ୍ୟୁଏନ୍ସ ଟେଷ୍ଟିଂ ପାଇଁ ଭୁବନେଶ୍ୱରକୁ ପଠାଯାଇଥିଲା ।ସେଥିମଧ୍ୟରୁ ୧୨ଟି ନମୂନାର ଜେନମ ସିକ୍ୟୁଏନ୍ସ ରିପୋର୍ଟ ଆସିଥିବା ବେଳେ ଅନ୍ୟ ୯ଟି ନମୂନା ଏକ ପ୍ରଭାବହୀନ ଭାରିଆଣ୍ଟ ବୋଲି ସ୍ପଷ୍ଟ ହୋଇଛି ।

- Advertisement -

Leave A Reply

Your email address will not be published.