ବ୍ରହ୍ମପୁର,୨୭/୧୦(ଏସଏସନିଉଜ) ଭିଜିଲାନ୍ସ ଜାଲରେ ଡ୍ରଗ୍ସ ଇନ୍ସପେକ୍ଟର ଅଫିସର ଗଂଜାମ ରେଞ୍ଜ-୧ର କନିଷ୍ଠ କିରାଣି ଜୟନ୍ତ ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର୍ ପ୍ରେମାଞ୍ଜନ ସ୍ୱାଇଁ । ଏକ ମେଡିସିନ୍ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପିଛନ୍ତି ।

Prev Post
Next Post