ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ ଓ ଭେଟେନାରୀ ଅଫିସର

ଧର୍ମଗଡ଼,୨୧ା୩(ଏସଏସନିଉଜ) ୪୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ପ୍ରଧାନଶିକ୍ଷକାସେହେଉଛନ୍ତି ଗୋଲାମୁଣ୍ଡା ବ୍ଲକ ଲେଟେର ତ୍ରିଶକ୍ତି ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକା  ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଲା ଭିଜିଲାନ୍ସ ।୫ଟି କାମର ବିଲ୍ କରାଇବାକୁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ । ସେହିଭଳିଭାବେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଦେବଗଡ଼ର ରିଆମାଳ ବ୍ଲକ ଭେଟେନାରୀ ଅଫିସରା୫ହଜାର ଲାଞ୍ଚ ନେବାବେଳେ ଫସିଲେ ଭେଟେନାରୀ ଅଫିସର ସସ୍ମିତା ସେଠୀାକୁକୁଡ଼ାଚାଷୀଙ୍କ ଫାର୍ମରେ ବିଦ୍ୟୁତ୍ ସଂଯୋଗ ଓ ସବ୍‌ସିଡି ଅର୍ଥ ରିଲିଜ୍ ପାଇଁ ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ ।

- Advertisement -

Leave A Reply

Your email address will not be published.