ସମ୍ବଲପୁର,୨୦/୮(ଏସଏସନିଉଜ)
ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ସମ୍ବଲପୁର କେଶେଇବାହାଲ ଆର୍ଆଇ ଓ ଅମିନ।ଜମି ମାମଲାର ଇନକ୍ୱାରୀ ପାଇଁ ୭ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।ପୂର୍ବରୁ ୩ ହଜାର ନେଇଥିବା ବେଲେ ଆଜି ୭ ହଜାର ନେଉଥିବାବେଲେ ଧରପଡିଛନ୍ତି ଆର୍ଆଇ ତୁଳସା ପ୍ରଧାନ ଓ ଅମିନ ମୁକେଶ ସାହୁ।ଉଭୟଙ୍କ ଘରେ ଭିଜିଲାନ୍ସ ରେଡ୍ ମଧ୍ୟ କରିଛି।
Prev Post
Next Post