ତିଗିରଆ, ୧୦।୩(ଏସଏସ ନିଉଜ)ତିଗିରିଆ ଜଗନ୍ନାଥ ମନ୍ଦିର ପଛରେଥିବା ଏକ ଜଙ୍ଗଲରେ ଲାଗିଛି ନିଆଁ l ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବରପାଇ ତିଗିରିଆ ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଛନ୍ତି lକେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଆଶାଙ୍କା କରାଯାଉଛି l

Prev Post
Next Post