ଟୁଙ୍ଗୁର ଭୋଳଙ୍କ ସମେତ ୧୧ ଗିରଫ

0 234

ମେଣ୍ଢାଶାଳ,୩୧।୫(ଏସଏସନିଉଜ)କୋଟିଏ ଟଙ୍କାର ପାଇପ ଚୋରି ଅଭିଯୋଗରେ ଚନ୍ଦକା ପୁଲିସ ଟୁଙ୍ଗୁର ସମେତ ୧୧ ଅଭିଯୁକ୍ତ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।ଏମାନେ ହେଉଥିବା ପାଣି ପାଇପ ଲାଇନ କାମରେ ବ୍ୟବହୃତ ପାଇପ ନେଇ ରାଜ୍ୟ ବାହାରକୁ ଚାଲାଣ କରନ୍ତି।ଖୋର୍ଦ୍ଧା, କଟକ, ରାୟଗଡା,କନ୍ଧମାଳରେ ପାଇପ ଚୋରି କରିଥିବାର ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଇଛି।ଏମାନଙ୍କ ଗ୍ୟାଙ୍ଗର ସଦସ୍ୟମାନଙ୍କ ମଧ୍ୟରୁ କିଏ ଚୋରି କରିବସ୍ତାନ,କିଏ ପରିବହନ,କିଏ ନକଲି କାଗଜପତ୍ର କରିଥାନ୍ତି ବୋଲି ପୋଲିସ ଜାଣିବାକୁ ପାଇଛି।ପୋଲିସ ସେମାନଙ୍କଠାରୁ ଏକ ଯାତ୍ରୀବାହୀ ଅଟୋ,ଏକ ବୁଲେଟ,୧୦ଟି ମୋବାଇଲଫୋନ ,ନଗଦ୨୦ହଜାରେଟଙ୍କା ଜବତ କରି ଶୁକ୍ରବାର କୋର୍ଟଚାଲଣ କରିଛି।(ପଦ୍ମଚରଣ ବଦଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.