ତପ୍ତପାଣିଘାଟିରେ ଗଛକୁ ଧକ୍କାଦେଲା ବସ୍

ଅଳ୍ପକେ ବର୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ

0 32

ଭୁବନେଶ୍ୱର,୧୬/୯(ଏସଏସନିଉ ଜ)ପାଟପୁରଥାନା ତପ୍ତପାଣି ମା କନ୍ଧୁଣିଦେବୀଙ୍କ ମନ୍ଦିର ନିକଟରେ ସୋମବାରସକାଳୁ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଛି ଯାତ୍ରୀ ବାହି ବସ୍ । ଧକ୍କାଦେବା ଫଳରେ ଅଳ୍ପକେ ବର୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ lସୂଚନା ମୁତାବକ ସୋମବାର ଭୋରୁ ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ପଦ୍ମାଳୟା ନାମକ ଏକ ଯାତ୍ରୀବାହିବସ୍ କନ୍ଧୁଣୀଦେବିଙ୍କ ନିକଟରେ ଭାରସାମ୍ୟହରାଇ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା।

Leave A Reply

Your email address will not be published.