ପାରାଦୀପ,୨୭/୯(ଏସେସ ନିଉଜ) ଟ୍ରକ ଚୋରି ଅଭିଯୋଗ ରେ ୫ ଅଭିଯୁକ୍ତ ଗିରଫ ହୋଇଛି। ଟ୍ରକ୍ ଚୋରି କରି ଢାବା ମାଲିକଙ୍କୁ ୪. ୫୦ ଲକ୍ଷରେ ବିକିଥିଲେ ଦୁର୍ବୃତ୍ତ। ଗତମାସ ୨ ଡ୍ରାଇଭରଙ୍କୁ ମହାନଦୀକୁ ଠେଲି ଟ୍ରକ ଚୋରି କରିଥିଲେ ଦୁର୍ବୃତ୍ତ। ୨ଡ୍ରାଇଭର ଉତ୍ତର ପ୍ରଦେଶର ହୋଇଥିବା ବେଳେ ଏପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା ମିଳିଛି।