ତିନି ହଜାର ଟଙ୍କାପାଇଁ ଧରାପଡିଲେ ପୋଲିସ ବାବୁ

ବ୍ରହ୍ମପୁର, ୭/୬(ଏସଏସନିଉଜ) ତିନି ହଜାର ଟଙ୍କା ଲାଞ୍ଚ ନେଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଏଏସ୍‌ଆଇ ମାନସ କୁମାର ରାଉତ ଭିଜିଲାନ୍ସ ହାତ‌ରେ ଧରାପଡ଼ିଛନ୍ତି। ଏକ ଗଣ୍ଡଗୋଳ ମାମଲାର ସମାଧାନ କରିବା ପାଇଁ ଏଏସ୍‌ଆଇ ଶ୍ରୀ ରାଉତ ଅଭିଯୋଗକାରୀଙ୍କୁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଯୋଜନାମୁତାବକ ଭିଜିଲାନ୍ସ ହାତ‌ରେ ଧରାପଡ଼ିଥିଲେ ।ପାଣ୍ଡି ସମ୍ମୁଖରେ ଥିବା ଏକ ପାନ ଦୋକାନ ନିକଟରେ ଶ୍ରୀ ରାଉତ ଆଜି ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରି ରଂଗ ବୋଳା ଟଙ୍କା ଜବତ କରିଥିଲେ ।

 

- Advertisement -

Leave A Reply

Your email address will not be published.