ଥରିବ ଓଡିଶା!

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇଦିନର ଲଗାଣ ବର୍ଷା ପରେ ଆଜି କେତେକ ସ୍ଥାନରେ ପାଗରେ ସ୍ବାଭାବିକ ଦେଖିବାକୁ ମିଳିଛି ।ଲଘୁଚାପ ଜନିତ ବର୍ଷା ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏଥିସହିତ ରାଜ୍ୟରେ ଶୀତ ବଢିବା ସହିତ ଚାରିଆଡେ ଘନ କୁହୁଡି ଆଚ୍ଛାଦିତ ହେବ ।ଏଥିପାଇଁ ଆଗାମୀ ୨୪ଘଣ୍ଟା ପାଇଁ କୋରାପୁଟ,କନ୍ଧମାଳ, ରାୟଗଡା, କଳାହାଣ୍ଡି, କେନ୍ଦୁଝର ଏବଂ ଝାରସୁଗୁଡା ଆଦି ୬ ଜିଲ୍ଲାକୁ ୟେଲୋଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ୨୭ ତାରିଖ ବେଳକୁସୃଷ୍ଟି ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି ।

- Advertisement -

Leave A Reply

Your email address will not be published.