ଟନେଲରେ ବିତିଲାଣି ୧୦ଦିନ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ତେଲେଙ୍ଗାନାର ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ କେନାଲରେ ୧୦ ଦିନ ବିତିଲାଣି ଫସିଛନ୍ତି ୮ଜଣ ଶ୍ରମିକ।ଏବେ ଯାଏଁ ବି ୮ ଶ୍ରମିକଙ୍କ ପତ୍ତା ସଠିକ ଭାବେ ମଳିପାରୁନାହିଁ।
ଟନେଲ ଭିତରେ କେଉଁଠାରେ ଫସି ରହିଛନ୍ତି ଜଣାପଡ଼ିନାହିଁ।ଉଦ୍ଧାର କାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି।ଫେବ୍ରୁଆରୀ ୨୨ରେ ସୁଡ଼ଙ୍ଗ ଭୁସୁଡ଼ିବାରୁ ଫସି ରହିଛନ୍ତି ଶ୍ରମିକ।

- Advertisement -

Leave A Reply

Your email address will not be published.