ସୂର୍ଯ୍ୟପରାଗରେ ସରକାରୀ ଛୁଟି

ଭୁବନେଶ୍ୱର,୨୨/୧୦(ଏସଏସ ନିଉଜ)ଆସନ୍ତା ୨୫ ତାରିଖ ମଙ୍ଗଳବାରଦିନ ସୂର୍ଯ୍ୟପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।ଉକ୍ତଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ,ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଙ୍ଗ୍ ଅନୁଷ୍ଠାନ ବନ୍ଦ ରହିବ।

- Advertisement -

Leave A Reply

Your email address will not be published.