ଭଦ୍ରକ,୨୦/୧୧(ଏସଏସ ନିଉଜ)ଭଦ୍ରକ ଏସ୍ପି ଅଫିସ୍ ନିକଟରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଛି। ଦୋକାନ ପଛପଟ ସ୍କାଏ ଲାଇଟ୍ ଭାଙ୍ଗି ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ୩/୪ ଦିନ ହେବ ଦୋକାନ ଦୁଇଟି ବନ୍ଦ ଥିଲା ।କାଲି ଖୋଲିବା ପରେ ଜଣାପଡ଼ିଲା ଚୋରି ହୋଇଛି ।

Prev Post
Next Post