ଏସସିବି କୋଭିଡ ହସ୍ପିଟାଲରେ ଅଘଟଣ

0 667

କଟକ, ୬/୮(ଏସଏସନିୟୁଜ) କଟକ ଏସସିବି କୋଭିଡ ହସ୍ପିଟାଲର-୧ର ଚାରି ମହଲାର ଝରକା ପଟେ ତଳକୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ରୋଗୀ ଜଣକ ବୁଧବାର ଦିନ ଏସସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ କରୋନା ପଜିଟିଭ ଚିହ୍ନଟ ପରେ ସେ କଟକ ଆସିଥିଲେ ।

Leave A Reply

Your email address will not be published.