ସାନଖେମୁଣ୍ଡିରେ ବାଘ ଆତଙ୍କ !

0 38

ଭୁବନେଶ୍ୱର,୨୬/୧୦(ଏସଏସନିଉଜ) ସାନଖେମୁଣ୍ଡିରେ ବାଘ ଆତଙ୍କ ଦେଖାଦେଇଛି।ଗଙ୍ଗାପୁର ପଂଚାୟତ ନରସିଂହଗଡ଼ ଅଞ୍ଚଳରେ ବାଘର ପାଦଚିନ୍ହ ଦେଖି ଅଞ୍ଚଳବାସୀ ଛାନିଆ ହୋଇପାରିଛନ୍ତି ।ଗ୍ରାମବାସୀଙ୍କଠାରୁ ଖବରପାଇ ପଦଚିହ୍ନ ବାଘର ନା ଆଉ କେଉଁ ଜନ୍ତୁର ଜାଣିବାପାଇଁ ବନବିଭାଗ ଘଟଣାସ୍ଥଳକୁ ଯାଇତଦନ୍ତ ଆରମ୍ଭ ହୋଇଛି।
ବାଘ ନା ଆଉ କଣ ଜାଣିବା ପାଇଁ କ୍ୟାମେରା ଲାଗିବା ସହ STF ଟିମ୍ ଓ ବନ ବିଭାଗର ମିଳିତ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.