ଶବରଖି ରାସ୍ତାରେ ବସିଲେ ଗ୍ରାମବାସୀ

ବିନିକା,୨୩/୧୧(ଏସଏସନିଉଜ) ଶିକ୍ଷକ ତାଗିଦ କରିବାରୁ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟାକରିଥିବାର ଅଭିଯୋଗ ଆସିଛି । ଘରେ ରସିରେ ଝୁଲିପଡ଼ିଲେ ଚେରୁପାଲି ହାଇସ୍କୁଲ୍‌ରେ ପଢ଼ୁଥିବା ଛାତ୍ର ।କ୍ଷତିପୂରଣ ଦାବିରେ ଚେରୁପାଲି ସ୍କୁଲପାଖରେ ଶବରଖି ରାସ୍ତାରୋକ କରିଛନ୍ତି ପରିବାରଲୋକ ସହ ଗ୍ରାମବାସୀ ।ଯାହାଫଳରେ ବଲାଙ୍ଗିର-ବରଗଡ଼ ମୁଖ୍ୟ ରାସ୍ତା ଯାତାୟତ ପ୍ରଭାବିତ ହୋଇଛି ।

 

 

 

 

- Advertisement -

Leave A Reply

Your email address will not be published.