ରାସ୍ତାରେ ଭାଲୁ

0 487

ନବରଙ୍ଗପୁର,୧/୮(ଏସଏସନିୟୁଜ) ନନ୍ଦା ହାଣ୍ଡି ବ୍ଲକ ଅଣ୍ଟାସର ଗାଁ ଦାନ୍‌ଡରେ ବୁଲୁଛି ଭାଲୁ । ରାସ୍ତା କଡ଼ରେ ନିର୍ମାଣଧୀନ ଘର ଭିତରେ ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁ ରହିଥିବାରୁ ଗାଁରେ ଆତଙ୍କ ଖେଳିଯାଇଛି ।ଏହି ରାସ୍ତାଦେଇ ଗ୍ରାମବାସୀମାନେ ଭୟରେ ଯାତାୟତ କରିବାକୁ ନିରାପଦ ମଣୁନାହାନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ ଆରମ୍ଭ କରିଛି ।

Leave A Reply

Your email address will not be published.