ରାସନକାର୍ଡ-ଖୁବ୍ ଶୀଘ୍ର ନୂଆ ତାଲିକା

0 43

ଭୁବନେଶ୍ୱର,୨୪ା୭(ଏସଏସନିଉଜ)ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବୋଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଏହାଦ୍ୱାରା ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତିାଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ପ୍ରକ୍ରିୟା ବି ଆରମ୍ଭ ହୋଇଛିାବର୍ତ୍ତମାନ କଣଉ ଅପଡେଟ୍ କରିବା ପ୍ରକ୍ରିୟା ଜାରି ରହିଛି ।ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ନୂଆ ଆବେଦନ କରିଛନ୍ତି ।୧୨ଟି ସ୍ବତଃ ଯୋଗ ହେବା ମାନଦଣ୍ଡ, ୧୦ ବାଦ ମାନଦଣ୍ଡ ନିର୍ଦ୍ଧାରିତ ହେବ ।ତଥ୍ୟାବଳୀକୁ ସ୍ବଚ୍ଛ ପାଇଁ ଆଧାର ଭିତ୍ତିକ ଇ-KYC ଯାଞ୍ଚ ଆରମ୍ଭ ହୋଇଛିାଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଘର ଘର ବୁଲି ସର୍ଭେ ଚାଲିଛି, ମାସେ ଭିତରେ ନୂଆ ତାଲିକା ଚୂଡ଼ାନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.