ପୁରୀମେନକେନାଲରୁ ମିଳିଲା ବିରଳ ମାଛ

ବାରଙ୍ଗ,୫/୧(ଡି ଏନ ଏ)ବାରଙ୍ଗ ବ୍ଲକ ଅନ୍ତର୍ଗତ ସାନ ମୁଣ୍ଡଳୀ ଗ୍ରାମ ନିକଟରେ ଥିବା ପୁରୀ ମେନ କେନାଲ ରୁ ୫କେଜି ର ଗୋଲଡେନ ଫିସ ଉଦ୍ଧାର ହୋଇଛି।   ଆଜି ସକାଳ ସମୟରେ ସାନ ମୁଣ୍ଡଳୀ ଗ୍ରାମର ମା ବନ୍ଦ ବାସେଳି ଦଳେଈ ସାହି ର ରବି ଦଳେଇ ନାମ ଜଣେ ଧୀବର ପୁରୀ ମେନ କେନାଲ ରୁ ମାଛ ମାରୁଥିବା ସମୟରେ ଏକ ପାଞ୍ଚ କେଜିର ଗୋଲଡେନ ଫିସ ଜାଲରେ ପଡିଥିଲା ତେବେ ଏହି ବିରଳ ମାଛ ବା ଗୋଲଡେନ ଫିସଟି ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା ବେଳେ ମାଛଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି ।(ଗୌତମ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.