ପୁଣି ଖାକିରେ ଲାଗିଲା ଦାଗ

ପୁରୀ,୭/୧୧(ଏସଏସନିଉଜ) କାର୍ତ୍ତିକ ପଞ୍ଚୁକରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କୁ ପୋଲିସର ଆକ୍ରମଣ ହୋଇଛି। ଜଗମୋହନ ମଧ୍ୟରେ ହବିଷିଆଳିଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି। ମୁଣ୍ଡ ଫାଟିବା ପରେ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ହବିଷିଆଳି ହେଉଛନ୍ତି ବ୍ରହ୍ମପୁରର ମାଧୁରୀ ଦାସ।

- Advertisement -

Leave A Reply

Your email address will not be published.