ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ

0 124

 

ଭୁବନେଶ୍ୱର,୨୬।୫(ଏସଏସ ନିଉଜ)EVM ହେରଫେର ଅଭିଯୋଗରେ ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ।ଆଠଗଡ଼ର ୧୫୦ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ।ଇଭିଏମ ମେସିନକୁ ପ୍ରଥମେ କଣ୍ଟ୍ରୋଲ ରୁମ୍‌କୁ ନିଆଯାଇନଥିଲା।EVMକୁ ଏକ କମ୍ପ୍ୟୁଟର କୋଚିଙ୍ଗ ସେଣ୍ଟର୍‌କୁ ନେଇଥିଲେ ପ୍ରିଜାଇଡିଂ ଅଫିସର।ପ୍ରିଜାଇଡିଂ ଅଫିସର ଅନିରୁଦ୍ଧ ସେନାପତିଙ୍କୁ ସସ୍‌ପେଣ୍ଡ କରିଛନ୍ତି କଟକ ADM।

Leave A Reply

Your email address will not be published.