ପାରାଦୀପରେ ଲଜ୍ଜା

ପାରାଦୀପ,୬/୧୧(ଏସଏସନିଉଜ)
ଘରକୁ ଡାକି ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମର ଅଭିଯୋଗ ହୋଇଥିବାର ପରାଦୀପ ଥାନାରେ ହୋଇଛି। କୁଜଙ୍ଗ ଅଞ୍ଚଳର ଜଣେ ବିବାହିତ ଯୁବକ ନିଜର ପତ୍ନୀ ଘରେ ନଥିବା ବେଳେ ପଡୋଶୀରେ ରହୁଥିବା ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଘରକୁ ଡାକି ତା ସହ ଦୁଷ୍କର୍ମ କରିଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

- Advertisement -

Leave A Reply

Your email address will not be published.