ପବନ ଭାଙ୍ଗିଲା ଦୂର୍ଗାପୂଜା ଲାଇଟ୍

ଭୁବନେଶ୍ୱର,୪/୧୦(ଏସଏସନିଉଜ)ଆଜି ଲାଗିରହିଥିବା ବର୍ଷା ଓ ପବନ ଯୋଗୁ ଯାଜପୁରଜିଲ୍ଲା ବ୍ୟାସନଗର ରାଇସମିଲ ଦୁର୍ଗାପୂଜାଗେଟ୍ ଓ ନହକାପାତ୍ରବଜାର ଦୁର୍ଗାମଣ୍ଡପଗେଟ୍ ଭାଙ୍ଗିପଡି ଦୁଇଅଟୋ ଚାପି ହୋଇଯାଇଛି ।ଏଥିରେ ଜଣେ ଅଟୋଡ୍ରାଇଭର ହାତ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତରଅବସ୍ଥାରେ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।କଟକଜିଲ୍ଲା ଆଠଗଡ଼-ନରସିଂହପୁରରାସ୍ତାର ରଘୁନାଥବଜାରରେ ପ୍ରବଳବର୍ଷା ଓ ପବନରେ ଏକ ପୂଜା ଗେଟ୍ ଭାଙ୍ଗିଛି। ପୂଜାଗେଟ୍ ଭାଙ୍ଗିବାରୁ ଜଣେ ଆହତହୋଇଥିବା ସୂଚନା ମିଳିଛି। ଆଜି ଅଷ୍ଟମୀ ଓ କାଲି ନବମୀ ହୋଇଥିବାରୁ ବର୍ଷା ଯୋଗୁ ଏହା ଫିକା ପଡିବାର ସମ୍ଭାବନା ଦେଖାଦେଇଛି ।

- Advertisement -

Leave A Reply

Your email address will not be published.