ନଭେମ୍ବରରେ ଜିଲ୍ଲା ବୁଲିବେ ନବୀନ

0 31

ଭୁବନେଶ୍ୱର,୨୪ା୯(ଏସଏସନିଉଜ) ନଭେମ୍ବରରେ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକାନବୀନ କର୍ମୀ ଓ ନେତାଙ୍କୁ ଭେଟି ଦଳକୁ ଦୃଢ କରିବାକୁ କରିବେ ଆଲୋଚନା ।ଏବେ ନବୀନ ନିବାସରେ ସମୀକ୍ଷା ପରେ ଆଗକୁ ଗ୍ରାଉଣ୍ଡରେ ଆକ୍ସନ ନେବାକୁ ଯାଉଛି ବିଜେଡି। ପରାଜୟ ପରେ ସଂଗଠନ ସଜାଡୁଛି ବିଜେଡି। ଆଉ ନଭେମ୍ବରରେ ମଇଦାନକୁ ଓହ୍ଲାଇବେ ନବୀନ। ଏନେଇ ସୂଚନା ଦେଇଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି ।

Leave A Reply

Your email address will not be published.