ନନ୍ଦନକାନନରେ ଉପ-ମୁଖ୍ୟମନ୍ତ୍ରୀ

ବାରଙ୍ଗ,୧୬।୨(ଏସଏସନିଉଜ) ରବିବାର ଅପରାହ୍ନ ୪ଟାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ଝିଅ ଓ ସମ୍ପର୍କୀୟଙ୍କ ସହ ଆସିନନ୍ଦନକାନନ ପରିଭ୍ରମଣ କରି ଫେରିଛନ୍ତି।ନନ୍ଦନକାନନରେ ପହଞ୍ଚିବା ପରେ ତାଙ୍କୁ ନନ୍ଦନକାନନ ପକ୍ଷରୁ ସ୍ବାଗତ କରାଯାଇଥିଲା।ତାଙ୍କର ବୁଲିବା ପାଇ ନନ୍ଦନକାନନ ପକ୍ଷରୁ ଏକ ବେଟାରି ଚଳିତ ଗାଡ଼ିର ବ୍ୟବସ୍ତା କରାଯାଇଥିଲା।ସେ ବିଭିନ୍ନ ଜୀବଜନ୍ତୁମାନଙ୍କ ଖୁଆଡକୁ ଯାଇ ଦେଖିଥିଲେ। ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନନ୍ଦନକାନନର ପଦାଧିକାରୀମାନେ ପରିଭ୍ରମଣ ସମୟରେ ଉପସ୍ଥିତ ଥିଲେ।

- Advertisement -

Leave A Reply

Your email address will not be published.