ଭୁବନେଶ୍ୱର,୬/୬(ଏସ ଏସ ନିଉଜ)ନୂଆକରି ହୋଇଥିବା ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ବିଦାୟୀ ମନ୍ତ୍ରୀମମାନେ ମୁଖ୍ୟମନ୍ତ୍ରୀ ଙ୍କୁ ନବୀନ ନିବାସରେଭେଟିଛନ୍ତି ।ସେମାନଙ୍କ ମଧ୍ୟରେ ପ୍ରତାପ ଜେନା, ଅରୁଣ ସାହୁ, ପଦ୍ମନାଭ ବେହେରାଙ୍କ ସହ ୧୦ ଜଣ ଭେଟିଛନ୍ତି ।କେବଳ ବିକ୍ରମ ଆରୁଖଙ୍କୁ ଛାଡ଼ି ବାଦ୍ ପଡ଼ିଥିବା ସମସ୍ତ ବିଦାୟୀ ମନ୍ତ୍ରୀ ଭେଟିଛନ୍ତି ।