ମେଣ୍ଢାଶାଳରେ ୨ଡେଙ୍ଗୁରୋଗୀ ଚିହ୍ନଟ

ମେଣ୍ଢାଶାଳ,୧ା୮(ଏସଏସନିଉଜ) ମେଣ୍ଢାଶାଳଗ୍ରାମରେ ଦୁଇଜଣ ମହିଳା ଡେଙ୍ଗୁରୋଗୀଚିହ୍ନଟ ହୋଇଥିବାର ଜଣାପଡିଛି ।ସେମାନେ ହେଲେ ରାନୁସାହୁ ନାମକ ୨୦ବର୍ଷିୟାଯୁବତୀ ଓ ରେବତୀଭୋଇ ନାମକ ୨୫ବର୍ଷୀୟା ଯୁବତୀା ଡେଙ୍ଗୁରୋଗରେ ଆକ୍ରାନ୍ତହୋଇ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସ୍‌ିତ ହେଉଥିବାର ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଚିକିସ୍‌ାଅଧିକାରୀ ଡ.ମୋହନହେମ୍ରମ କହିଛନ୍ତି ।ଭୁବନେଶ୍ୱରବ୍ଲକର କୈାଣସି ଗ୍ରାମରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନଥିବାବେଳେ ପ୍ରଥମକରି ମେଣ୍ଢାଶାଳରେ ଚିହ୍ନଟ ହୋଇଥିବାର ସେ କହିଛନ୍ତି ।ଗାଁଚାରିପଟେ ମଇଳାପାଣି ଜମାହୋଇରହୁଥିବାରୁ ମଶାମାନଙ୍କର ସଂଖ୍ୟା ଧିରେଧିରେ ବୃଦ୍ଧିପାଇବାସହ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଖୁବଶିଘ୍ର ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା ଗାଁମାନଙ୍କରେ ବିଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯିବବୋଲି ସେ କହିଛନ୍ତି ।ପଦ୍ମ ଚରଣ ବଡ଼ଜେନା ଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.