ବୈପାରିଗୁଡ଼ା,୨୭/୧୨(ଏସଏସନିୟୁଜ)ବୈପାରିଗୁଡ଼ା ଏବଂ ଜୟପୁର ସଦର ଥାନାର ପୁଲିସ ମିଳିତ ଭାବେ ଖୁଡୁଖୁଡି ଖେଳ ଉପରେ ଚଢ଼ାଉ କରି ୧୦ଜଣ ଜୁଆଡ଼ି ଙ୍କୁ ଧରିବା ସହ ସେମାନଙ୍କଠାରୁ ଦୁଇଟି ଲଢ଼ୁଆ ଗଞ୍ଜା ସହ ନଗଦ ୩୪,୪୧୦ ଟଙ୍କା ମଧ୍ୟ ଜବତ କରିଛନ୍ତି । ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଘସର୍ଡା ଠାରେ ଏହି ଖେଳ ଚାଲିଥିଲା ।