କିରାଣିଙ୍କ ମୁଣ୍ଡ ଫଟାଇଲା 5T ସ୍କୁଲ

0 159

ପିପିଲି,୪।୩(ଏସଏସନିଉଜ) ସ୍କୁଲ ଛାତରୁ ପ୍ଲାଷ୍ଟର ଖସି କିରାଣି ଆହତ ହୋଇଛନ୍ତି।5T ଅନ୍ତର୍ଗତ ସତ୍ୟବାଦୀ ବନ ବିଦ୍ୟାଳୟ ରେଏହି ଅଘଟଣ ଘଟିଛି।ପ୍ଲାଷ୍ଟର ମାଡ଼ରେ କିରାଣିଙ୍କ ମୁଣ୍ଡ ଫାଟିବାରୁ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.