କେଉଁଠି ଲ୍ୟାଣ୍ଡଫଲ?

ଅବପାତରେ ପରିଣତ ହେଲା ଲଘୁଚାପ!

0 80

ଭୁବନେଶ୍ୱର,୨୪।୫(ଏସଏସନୀଉଜ) ବଙ୍ଗୋପ ସାଗରରେ ଅବପାତର ରୂପନେଲା ବାତ୍ୟା।ଆସନ୍ତାକାଲି ବାତ୍ୟାର ରୂପ ନେବା ସମ୍ଭାବନା ଦେଖାଦେଇ ଥିବାବେଳେ ୨୬ରେ ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଜଣାପଡିଛି।୨୬ରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା।୨୬ ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ କରିବ।ସାଗର ଦ୍ବୀପ ଓ ଖେପୁପାରା ମଧ୍ୟରେ ଲ୍ୟାଣ୍ଡଫଲ କରିବ।ଭୀଷଣ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ।ଓଡ଼ିଶା ଉପରେ ନାହିଁ ବାତ୍ୟାର ସିଧାସଳଖ ପ୍ରଭାବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Leave A Reply

Your email address will not be published.