ଭୁବନେଶ୍ବର:୨୬/୧୧-ମଙ୍ଗଳବାର ଭୁବନେଶ୍ବରରେ ୨ ଠିକାଦାର ସଂଘ ମୁହାଁମୁହିଁ ହୋଇଥିବା ଜଣାପଡିଛି | ଯାହାଫଳରେ ସ୍ମାର୍ଟ ସିଟି ଓ ନୂଆ BMC କାର୍ଯ୍ୟାଳୟ ନିର୍ମାଣ କାମ ବନ୍ଦ ରହିଛି | ପ୍ରକାଶ ଯେ , ଆନ୍ଦୋଳନ ବେଳେ ନିଖିଳ ଓଡ଼ିଶା ଠିକାଦାର ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ଅନ୍ୟ ଠିକା ସଂସ୍ଥା କାମ କରିବାକୁ ନେଇ ୨ ସଂଘ ମଧ୍ୟରେ ବିବାଦ ଉପୁଜିଥିଲା |