କାଲି ନିଖୋଜ ,ଆଜି ଉଦ୍ଧାର

0 139

ବାରଙ୍ଗ, ୩୧।୫(ଏସଏସନିଉଜ) ନରାଜ ଗ୍ରାମ ନିକଟସ୍ଥ କାଠଯୋଡି ନଦୀରେ ଗତକାଲିଠାରୁ ନିଖୋଜ ଥିବା ଅନିଲଙ୍କ ମୃତଦେହକୁ ଶୁକ୍ରବାରଦିନ ଉଦ୍ଧାର ହୋଇଛି ।ଆଜି ସକାଳୁ ନଦୀରେ ଭାସୁଥିବାର ଖବରପାଇ ଅଗ୍ନିଶମ ବାହୀନି ପହଁଚି ପାଣିଭିତରୁ ମୃତଦେହକୁ ଉଦ୍ଧାର କରିଥିଲା ।ମୃତଯୁବକ ହେଉଛନ୍ତି । କଟକଲାଲବାଗ ଥାନା ଅଧିନ କାଳିଗଳି ବୁଢି ଠାକୁରାଣୀ ଅଂଚଳର ଅନିଲ କୁମାର ସେଠୀ(୧୮)ାଗତକାଲି ସାଙ୍ଗମାନଙ୍କ ସହ କାଠଯୋଡି ନଦୀକୁ ଗାଧେଇାବାକୁ ଆସିଥିଲେ । ଅନିଲ ପ୍ରଥମେ ନିଜର ପ୍ୟାଟ ସାର୍ଟ ଖୋଲି ଉପରେ ରଖି ଆନିକଟ ଉପରୁ ନଦୀ ଭିତରକୁ ହଠାତ ଡେଇଁ ପଡିଥିଲେ। ଯାହାଫଳରେ ନଦୀର ପ୍ରଖରସ୍ରୋତରେ ଅନୀଲ ଭାସି ଯାଇଥିଲେ ।

Leave A Reply

Your email address will not be published.