ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବ

0 91

ଭୁବନେଶ୍ୱର,୪ା୯(ଏସଏସନିଉଜ)ସୁଭଦ୍ରା ଫର୍ମ ଆବେଦନକାରୀଙ୍କ ପାଇଁ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ । କହିଲେ, ଯିଏ ଟଙ୍କା ମାଗୁଛି ତା ନାଁରେ ଅଭିଯୋଗ କରନ୍ତୁ । ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବାସୁଭଦ୍ରା ଯୋଜନା ସମ୍ପୂର୍ଣ ଦେୟମୁକ୍ତାଜନସେବା ଆଧାର କେନ୍ଦ୍ରରେ ଆବେଦନକାରୀଙ୍କୁ ଟଙ୍କା ମାଗିବା ମନା , ସୁଭଦ୍ରା ଫର୍ମ ଭରିବା ଏକ ମାଗଣା ସେବା ,ସରକାରଙ୍କ ପକ୍ଷରୁ ଆଧାର ଓ ଜନସେବା କେନ୍ଦ୍ରଙ୍କୁ ଟଙ୍କା ଦିଆଯାଇଛି, ଆବେଦନକାରୀଙ୍କୁ ଟଙ୍କା ମାଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ , ଯିଏ ଟଙ୍କା ମାଗୁଛି ତା ବିରୋଧରେ କଲ୍ ସେଂଟରେ ଅଭିଯୋଗ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.