ଜଙ୍ଗଲରେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର

ମାଲକାନଗିରି,୨୬।୨(ଏସଏସନିୟୂଜ)କମ୍ବିଂ ବେଳେ ମାଓବାଦୀଙ୍କ ସ୍ବାସ୍ଥ୍ୟ ଶିବିର ଠାବ ହୋଇଛି।
CRPF କୋବ୍ରା ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କରିଛନ୍ତି।ଆଖିପରୀକ୍ଷା ମେସିନ, ହଟ ୱାଟରବ୍ୟାଗ୍‌ ସହ ବିପୁଳ ମେଡିସିନ୍‌ ଜବତ କରାଯାଇଛି।ସୀମାନ୍ତ ଛତିଶଗଡ଼ର ଚିନ୍ତଲନାର ଜଙ୍ଗଲରେ ସ୍ବାସ୍ଥ୍ୟ ଶିବିର ଚାଲିଥିବା ବେଳେ ଚଢାଉ କରାଯାଇଥିଲା।

- Advertisement -

Leave A Reply

Your email address will not be published.