ଜମିବିବାଦରୁ ଗୋଷ୍ଠି ସଂଘର୍ଷ-୬ଗୁରୁତର

ଭଦ୍ରକ, ୨୪ା୬(ଏସଏସନିଉଜ) ଜମିଜମା ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।ଏଥିରେ ୬ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ଧାମନଗର ଥାନା ପଦିନାରାୟଣପୁରରେ ଜମି ବିବାଦକୁ ନେଇ ଏହି ସଂଘର୍ଷ ହୋଇଛି ।ଏଥିରେ ୪ ଜଣମହିଳାଙ୍କ ସମେତ ୬ଜଣ ଗୁରୁତର ଅବସ୍ଥାରେ ଚିକିସ୍‌ାପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଏହାକୁନେଇ ଗାଁରେ ଉତ୍ତେଜନା ଦେଖାଦେଇଛି ।ଗଣ୍ଡଗୋଳ ପାଇଁ ବାହାରୁ ଆସିଥିବା ୨ ଜଣଙ୍କୁ ପୋଲିସ ଜିମା ଦେଇଛନ୍ତି ଲୋକୋ

 

- Advertisement -

Leave A Reply

Your email address will not be published.