ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟି

ସୁବର୍ଣ୍ଣପୁର,୭/୧୧(ଏସଏସନିଉଜ) ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟି। ଉଲୁଣ୍ଡାବ୍ଲକଛକରେ ଦୋକାନଆଗରେ ଜଳିଯାଇଛି । ଛିଡା ହୋଇଥିବା ବେଳେ ବ୍ୟାଟେରୀ ଫାଟି ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଛନ୍ତି ।

- Advertisement -

Leave A Reply

Your email address will not be published.