ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

0 218

କନ୍ଧମାଳ,୫/୮(ଏସଏସନିୟୁଜ) କୋମ୍ବିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ସମାଗାଁ ଜଙ୍ଗଲ ର ଏକ ପାହାଡ ଉପରେ କିଛି କ୍ୟାଡର ମାଓବାଦୀ ଏକାଠି ହୋଇଥିବାର ବିଶେଷସୁତ୍ରରୁ ଖବରପାଇ କନ୍ଧମାଳ ଓ କଳାହାଣ୍ଡି ସିମା ସମାଗାଁ ଜଙ୍ଗଲରେ ଜୀ ୧୨୭ ସି.ଆର୍.ପି.ଏଫ ବାଟାଲିୟନ ପକ୍ଷରୁ କୋମ୍ବିଂ ଅପରେସନ କରାଯାଇଥିଲା । ଜଙ୍ଗଲ ରୁ ମାଓବାଦୀ ଛତ୍ରଭଙ୍ଗ କରିଥିବା ବେଳେ ବହୁ ପରିମାଣର ମାଓ ସାମଗ୍ରୀ ଓ ବନ୍ଧୁକ ସହିତ ବିସ୍ପୋରକ ସାମଗ୍ରୀ ଜବତ ହୋଇଥିବାର ଜଣାପଡିଛି ।

 

Leave A Reply

Your email address will not be published.