ହୋଟେଲରେ ବିଜେଡି ପୂର୍ବତନ ବିଧାୟକଙ୍କ ମେଳି

0 34

ଭୁବନେଶ୍ୱର,୨୧/୧୦(ଏସଏସନିଉଜ) ଭୁବନେଶ୍ବରରେ ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀମାନେ ମେଳି କରିଛନ୍ତି ।ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳିକୁ ନେଇ ବଢିଛି ଚର୍ଚ୍ଚା ।ଭୁବନେଶ୍ବରର ଏକ ହୋଟେଲରେ ୭ଜଣ ପରାଜିତପ୍ରାର୍ଥୀ ବୈଠକ କରିଛନ୍ତି ।ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରଗଡ଼ର ପୂର୍ବତନବିଧାୟକ ଦେବେଶଆଚାର୍ଯ୍ୟ,କଟକସଦରର ପୂର୍ବତନବିଧାୟକ ଚନ୍ଦ୍ରସାରଥୀ ବେହେରା,ପାରାଦୀପ ପୂର୍ବତନ ବିଧାୟକ ସମ୍ବିତରାଉତରାୟ, ଧର୍ମଶାଳାର ପୂର୍ବତନବିଧାୟକ ପ୍ରଣବ ବଳବନ୍ତରାୟ, ପିପିଲିର ପୂର୍ବତନବିଧାୟକ ରୁଦ୍ରପ୍ରତାପ ମହାରଥୀ,ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବୈଠକ କରିଥିବା ସୂଚନା ମିଳିଛି।ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.