ଗାଁରେ ବୁଲୁଛି ବାଘ !

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ଜଙ୍ଗଲ ଛାଡି ଗାଁ ମୁହାଁ ବାଘ । ଯାହକୁନେଇ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଥିବା ଘାଗରାମୁଣ୍ଡା ଗାଁ । ସିସିଟିଭି କ୍ୟାମେରାରେ ବାଘ ଯାଉଥିବା ଦୃଶ୍ୟ କେଦ ହେବାପରେ ଏବେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ ।ଖବରପାଇ ବନବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଁଚି ପକୃତରେ ବାଘ ନା ଆଉ କଣ ତାହାଜାଣିବାପାଇଁ ଉଦ୍ୟମ ।ାରମ୍ଭ କରିଛନ୍ତି ।ଅନ୍ୟପଟେ ଭୟଭୀତ ନହେବା ପାଇଁ ଡ଼ାକବାଜି ଯନ୍ତ୍ରରେ ସଚେତନ କରୁଛି ବନ ଅଧିକାରୀା

- Advertisement -

Leave A Reply

Your email address will not be published.