ଗଛରେ ଝୁଲୁଛି ଆକାଉଟାଣ୍ଟଙ୍କ ଶବ !

0 135

ଝାରସୁଗୁଡ଼ା,୨୭ା୨(ଏସଏସନିଉଜ) ଝୁଲନ୍ତାଅବସ୍ଥାରେ ମିଳିଲା ଆକାଉଟାଣ୍ଟଙ୍କ ମୃତଦେହ। ଏଲ.ଏନ୍ କଲେଜର ଆକାଉଟାଣ୍ଟଙ୍କମୃତଦେହ ଗଛରୁ ଉଦ୍ଧାର ହୋଇଛି। ଜିଲ୍ଲାପାଳକାର‌୍ୟ୍ୟାଳୟ ପଛପଟ ଅଧ୍ୟାପକ କଲୋନୀରେ ଗଛରୁ ଉଦ୍ଧାର ହୋଇଛି ।ତେବେ ମୃତ୍ୟୁର ପକୃତ କାରଣ ଜଣାପଡିନାହିଁ ।

 

Leave A Reply

Your email address will not be published.