ଦୁଇ ଛାତ୍ରୀଙ୍କୁ ନେଇ ବିବାହିତ ଟିଉସନ୍ ସାର୍ ଫେରାର

ଭୁବନେଶ୍ୱର,୨୧/୧୨(ଏସଏସନିୟୁଜ)ଦୁଇଜଣ ନାବାଳିକା ଛାତ୍ରୀଙ୍କୁ ନେଇ ବିବାହିତ ଟିଉସନ୍ ସାର୍ ଫେରାର ହୋଇଯାଇଥିବାର ବଡଗଡ ଥାନାରେ ଅଭିଯୋଗ ହୋଇଛି ।ଛାତ୍ରୀଙ୍କ ମଧ୍ୟରେ ଜଣେ ଦଶମ ଓ ଅନ୍ୟଜଣେ ଅଷ୍ଟମ ଶ୍ରେଣୀରେ ପାଠପଢୁଥିବାର ଜଣାପଡିଛି । ଟିଉସନ୍ ସାର୍ ଗୋପାଳକୃଷ୍ଣ ବାଡାତିୟ ବଡଗଡ ଅଂଚଳରୁ ଦୁଇଜଣ ନାବାଳିକା ଛାତ୍ରୀଙ୍କୁ ନେଇ ରବିବାରଦିନ ଫୋରର ହୋଇଯାଇଥିବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ପୋଲିସ ଏକ ଅପହରଣ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବାବେଳେ ନାବାଳିକାଦ୍ୱୟଙ୍କର ପତାପାଇପାରିନାହିଁ ।ଏହି ଘଟଣା ଏବେ ରାଜଧାନୀରେ ହଇଚଇ ସୃଷ୍ଟି କରିଛି ।

- Advertisement -

Leave A Reply

Your email address will not be published.