ଧରାପଡ଼ିଲା ମାଖନା

ଚଣ୍ଡିଖୋଲ, ୧/୧୧(ଏସଏସନିୟୁଜ) ନରହନ୍ତା ମାଖନା ହାତୀକୁ ଜଙ୍ଗଲ ବିଭାଗ କାବୁ କରିବାରେ ସକ୍ଷମ ହୋଇଛି । ମହାକାଳପଡ଼ା ଅଞ୍ଚଳରୁ ମାଖନାକୁ ଟ୍ରାଙ୍କୁଲାଇଜ କରି କାବୁ କରାଯାଇଛି । ମାଖନା ଚଣ୍ଡିଖୋଲ ଅଞ୍ଚଳରେ ଉତ୍ପାତ ସୃଷ୍ଟିକରିଥିଲା । ସେ ବ୍ୟାପକ ଫସଲ କ୍ଷୟକ୍ଷତି କରିବା ସହ ନିଶ୍ଚିନ୍ତକୋଇଲି ଅଞ୍ଚଳର ୨ଜଣଙ୍କୁ ଆକ୍ରମଣ କରି ମାରି ୨ଜଣଙ୍କୁ ଗୁରୁତର କରିଥିଲା । ହାତୀକୁ ଧରିବାକୁ ନନ୍ଦନକାନନ ଓ ଚନ୍ଦକାରୁ ୫ ଜଣିଆ ଦଳ ଯାଇଥିଲେ ।

 

- Advertisement -

Leave A Reply

Your email address will not be published.