ଭୁବନେଶ୍ବର,୨୯/୧୧(ଏସଏସନିୟୁଜ)ଡଙ୍ଗାଭସାରେ ଡଙ୍ଗା ଭସା ଇବା ଓ ବୋଇତ ବନ୍ଦାଣରେରୋକ ଲଗାଇଲା କମିସିନେରେଟ ପୋଲିସ ।କାର୍ତ୍ତିକ ପୂର୍ଣ୍ଣିମାରେ ଜନସାଧାରଣ ବଢିଭୋରୁ ଆସି ବିଭିର୍ଣ ପୋଖରୀ ,ଜଳାଶୟରେ ଡଙ୍ଗା ଭସାଇବା ଉପରେ କଟକଣା କରାଯାଇଛି । ଏହା ସହ ଡଙ୍ଗାଭସା ଇ ମନ୍ଦିରକୁ ନଯିବାକୁ ପୋଲିସ ସତର୍କ ସହ ବାରଣ ମଧ୍ୟ କରିଛି । ମହାମାରୀ କରୋନ ପାଇ ଏହି ନିଷେଧାଦେଶ ଲଗାଯାଇଛି।ଏଥିନିମନ୍ତେ ବିଭିର୍ଣ ସ୍ତାନରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯିବାର ବ୍ୟବସ୍ତା ଥିବାବେଳେ ନିୟମ ଉଲଙ୍ଘନ କଲେ କାର୍ଯ୍ଯନୁଷ୍ଟାନ ଗ୍ରହଣ କରାଯିବ ସହ କଟକଣା ମାନି ସହଯୋଗ କରିବାକୁ ଭୁବନେଶ୍ବର ଡିସିପି ନିବେଦନ କରିଛନ୍ତି ।