କ୍ୟାବିନତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ,୧୬/୧୦(ଏସଏସ ନିଉଜ) ସାଲେପୁରରୁ କ୍ୟାବିନ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ନେମାଳଥାନା ବନ୍ଧକାଟିଆ-ସହଦେବପୁର ପୋଲ ପାଖ କ୍ୟାବିନ ତଳୁ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ମୃତ୍ୟୁର କାରଣ ଜଣାପଡ଼ିନି।

- Advertisement -

Leave A Reply

Your email address will not be published.