ବିପୁଳ ପରିମାଣର ଗୁଟଖା ଜବତ

ବ୍ରହ୍ମପୁର,୧୩/୧୦(ଏସ ଏସ ନିଉଜ)ବିପୁଳ ପରିମାଣର ଗୁଟଖା ଜବତ କଲା ଗୋଳନ୍ଥରା ଥାନା ପୁଲିସ।ବ୍ରହ୍ମପୁର ଉପକଣ୍ଠ ଅଟୋନଗର ଅଞ୍ଚଳରେ ଦିର୍ଘ ଦିନ ଧରି ବେଆଇନ୍ ଭାବେ ଚାଲିଥିବା ଏକ ବଡଧରଣର ନକଲି ଗୁଟଖାକାରଖାନା ଉପରେ ଗୋଳନ୍ଥରାଥାନା ପୁଲିସ ଚଢାଉ କରିଛି। ବିପୁଳ ପରିମାଣର ସାମଗ୍ରୀ ସହ ଅନେକ ସରଞ୍ଜାମ ମଧ୍ୟ ଜବତ କରିଥିବା ଜଣାପଡିଛି।

- Advertisement -

Leave A Reply

Your email address will not be published.