ବିମାନବନ୍ଦର ପାଖରେ ବୁଲୁଛି ବାଘ

0 32

ଭୁବନେଶ୍ୱର ୨୬/୧(ଏସଏସନିଉଜ)ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ବାଘ ବୁଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏୟାର ପୋର୍ଟ ଡମ୍ପିୟାର୍ଡ ନିକଟରେ ଏକ କଳରାପତରିଆ ବାଘ ବୁଲୁଥିବାର
ଦେଖିବାକୁ ମିଳିଥିଲା । ଯାହାଫଳରେ ଭୟରେ ସେଠାରେ କାମ କରୁଥିବା ଲୋକେ ଭିତରକୁ ପଶୁନାହାନ୍ତି।ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ୍ ଏବଂ ପୋଲିସ ଟିମ୍ ପହଞ୍ଚିବାଘଟିକୁ ଧରିବାକୁ ଅନୁଧ୍ୟାନ କରୁଥିବାର୍ ଜଣାପଡିଛି।

Leave A Reply

Your email address will not be published.