ଭିତରେ ମନ୍ତ୍ରୀ, ବାହାରେ ତାଲା

ଖବର ଆଜିର,ତାରିଖ ୦୪-୧୧-୨୦୨୧/ଗୁରୁବାର

୧-କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି : ପେଟ୍ରୋଲ ଦର ୫ଟଙ୍କା ଓ ଡିଜେଲ ୧୦ ଟଙ୍କା କମିବ, ଉତ୍ପାଦ ଶୁଳକ ହ୍ରାସ କଲେ ସରକାର
୨-ମୋଦୀ ସରକାରଙ୍କ ପରେ ନୀତିଶ ଦେବେ ପେଟ୍ରୋଲ ଓ ଡିଜେଲ୍ ଉପରେ ଆଶ୍ଵସ୍ତି, କମ୍ କରିବେ ଭାଟ୍ ।
୩-ଆବୁଧାବିରେ ଦିୱାଲି ଧମାକା: ୬୬ ରନରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ ।
୪-ଦୀପାବଳି ପରେ ଷଷ୍ଠ ଓ ସପ୍ତମ କ୍ଲାସ, ନୂଆବର୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ ।
୫–୧୨ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା, ପାଲଟିଲା ବିଶ୍ୱ ରେକର୍ଡ ।
୬-ରାହୁଲ ଦ୍ରାବିଡ଼ ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ।
୭-ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି, ମିଳିବ 33 କୋଟି ଟଙ୍କାର ସହାୟତା। ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ।
୮-T20 World Cup: ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ଜିତିଲା ନ୍ୟୁଜିଲାଣ୍ଡ, ଭାରତ ପାଇଁ ବଢ଼ିଲା ଅଡ଼ୁଆ ।
୯-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ଆଉଟସୋରସିଂ ସଂସ୍ଥା ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତିମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ।
୧୦-ମମିତା ମେହେର ହତ୍ୟା ପ୍ରସଙ୍ଗକୁ ଚପାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆପ୍ରାଣ ଉଦ୍ୟମ କରୁଛନ୍ତି । ତାରା ପ୍ରସାଦ ବାହିନୀ ପତି – ବିଧାୟକ ଜୟପୁର ।
୧୧-ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଦିତ୍ୟ ମହାପାତ୍ରଙ୍କ ନିଯୁକ୍ତି ।
୧୨-ଅଯୋଧ୍ୟାରେ ଯୋଗୀଙ୍କ ବଡ଼ ଘୋଷଣା, କହିଲେ ରାସନ କାର୍ଡରେ ହୋଲି ପର୍ଯ୍ୟନ୍ତ ମିଳିବ ମାଗଣା ରାସନ୍ ।
୧୩-ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି, ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପଟେନ୍‌ ।
୧୪-ଭିତରେ ମନ୍ତ୍ରୀ, ବାହାରେ ତାଲା । କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲେ ବିଜେପି ଓ କଂଗ୍ରେସ କର୍ମୀ ।
୧୫-ଖୁସି ଖବର ! WhatsApp ରେ ଯେତେବେଳେ ଚାହିଁବେ ଡିଲିଟ୍ କରିପାରିବେ ମେସେଜ୍, ରହିବନି ସମୟ କଟକଣା ।
୧୬-ପବିତ୍ର ଦୀପାବଳିର ୨ହଜାରରୁ ଅଧିକ ଦୀପ ବ୍ୟବହାର କରି ମା’ କାଳୀଙ୍କ ବାଲୁକାକଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
୧୭-୨୪ରୁ କନିଷ୍ଠ ପୁରୁଷ ହକି ବିଶ୍ବକପ୍, ହକି ମ୍ୟାଚ୍‌ର ଲାଇଭ୍ ଟେଲିକାଷ୍ଟ ପାଇଁ ରାଜଧାନୀରେ ଲାଗିବ ବଡ଼ ସ୍କ୍ରିନ୍ ।
୧୮-ଖଣି ପ୍ରଭାବିତ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ ।
୧୯-ଭିଜିଲାନ୍ସ ଜାଲରେ ବାଲିଗୁଡା ଆଇଟିଡିଏ ର ମୁଖ୍ୟ କିରାଣୀ : ପୁଳା ପୁଳା ଟଙ୍କା ଜବତ: ତଦନ୍ତ ଅବ୍ୟାହତ ।
ଶୁଭ ସକାଳ,ସୁପ୍ରଭାତପବିତ୍ର ଦୀପାବଳି ଅମାବାସ୍ୟା, ମହାମାୟା ଶ୍ୟାମା କାଳୀ ପୂଜା ଉପଲକ୍ଷେ ଆପଣଙ୍କୁ ଓ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଅନେକ ଅନେକ ସତ୍ୟସନ୍ଧାନ ପରିବାର ପକ୍ଷରୁ ଶୁଭକାମନା। ମା’ ଏବ ପିତୃପୁରୁଷ ମାନେ ଆମକୁ ଆଶୀର୍ବାଦ ପ୍ରଦାନ କରନ୍ତୁ ଓ ଆପଣ ମାନଙ୍କ ଜୀବନ ସୁଖ ସମୃଦ୍ଧିଶାଳୀ ହେଉ।…

- Advertisement -

Leave A Reply

Your email address will not be published.