ଭୁବନେଶ୍ୱର,୨୧/୧୨(ଏସଏସନିଉଜ)Indian Oil Corporation Ltd ଏବଂ MCPI Pvt. Ltd ର ସହାଭାଗୀତାରେ ଧାମନଗର ଛକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ୍ ପାର୍କା ଏଥିନିମନ୍ତେ ୪୩୮୨ କୋଟି ଟଙ୍କା ମଞ୍ଜୁର ହୋଇଛି।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପାଖାପାଖି ୬୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମନ୍ତ୍ରୀ ସୁର୍ଯ୍ୟବଂଶିସୁରଜ ।