ଭୁବନେଶ୍ୱର,୨୦/୫(ଏସଏସନିୟୁଜ) ଭଦ୍ରକ କୋଭିଡ୍ ହସ୍ପିଟାଲ୍ ରେ ଲାଗିଲା ନିଆଁ । ଏହିଭଳି ଘଟଣା ଘଟିଛି ଭଦ୍ରକ ମେଡିକାଲ୍ କୋଭିଡ୍ ୱାର୍ଡରେ ।ହଠାତ କୋଭିଡ୍ ୱାର୍ଡର ତଳ ମହଲାରେ ଥିବା ଡିଜି ରୁମରେ ନିଆଁ ଲାଗିଯାଇଥିଲା ।ଏହାଜଣାପଡିବା ପରେ ଭୟରେ ଲୋକମାନେ ଦୈଡାଦୈାଡି ହେବାକୁ ଲାଗିଥିଲେ ।ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନଥିବାବେଳେ ଖବର ପାଇ ଅଗ୍ନିଶମ ବାହିନୀ ପହଞô୍ ନିଆଁକୁ ଆୟତ୍ତ କରୁଥିବାବେଳେ ଜିଲ୍ଲାପ୍ରଶାସନିକ ଅଧିକାରୀମାନେ ଆସି ଘଟଣାସ୍ଥଳରେ ପହଁଚିଥିବାର ଜଣାପଡିଛି ।