ଭୁବନେଶ୍ୱର,୩୦ା୭(ଏସଏସନିଉଜ) ବରିଷ୍ଠ IPS ରାଜେଶ ପଣ୍ଡିତଙ୍କ ବିରୁଦ୍ଧରେ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ନେଇଛି ଗୃହ ବିଭାଗାରାଜେଶ ପଣ୍ଡିତ ଅଗ୍ନିଶମ ବିଭାଗର ଊଓଏ ଥିଲୋ୨୭ ତାରିଖ ରାତିର ଏକ ଘଟଣାକୁ ନେଇ ସସ୍ପେଣ୍ଡ ହୋଇଛନ୍ତି ।ତାଙ୍କ ନାମରେ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟହାର ଅଭିଯୋଗଆସିଛି ।ମହିଳା ଅଧିକାରୀଙ୍କୁ ଘରୁ ଟାଣି ଆଣିଥିବା ସହ ବାହା ହେବାକୁ ଧମକ ଦେଇଥିଲେ ।ତେବେ ଊଓଏ ରାଜେଶ ପଣ୍ଡିତଙ୍କ ନିଲମ୍ବନ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁସୂଚନା ଦିଆଯାଇଛି ।ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗ ଥିଲାûଦିଲ୍ଲୀରୁ ନୀତି ଆୟୋଗ ବୈଠକ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।